ପର୍ଯ୍ୟଟକଙ୍କ ପାଇଁ ରଥଯାତ୍ରା ଭେଟି:ଖୋଲିଲା ନନ୍ଦନକାନନ ବାଘ ସଫାରୀ

୬ ମାସ ପରେ କ୍ରିଷ୍ଣା, ସ୍ନେହାଶିଷଙ୍କୁ ଦେଖିଲେ ଦର୍ଶକ ବାରଙ୍ଗ: ଦୀର୍ଘ ୬ ମାସ ପରେ ପବିତ୍ର ରଥଯାତ୍ରା ଅବସରରେ ଖୋଲିଛି ନନ୍ଦନକାନନ ସଫାରି। ବନ୍ଦ ପଡ଼ିଥିବା ବାଘ, ସିଂହ, ଭାଲୁ ଓ ତୃଣଭୋଜି ସଫାରିକୁ ବୁଲି ଦେଖିଥିଲେ ପର୍ଯ୍ୟଟକ। ବାଘ ସଫାରିରେ ପର୍ଯ୍ୟଟକମାନଙ୍କ ମନୋରଂଜନ ଲାଗି ପ୍ରଥମ କରି ଦୁଇ ବିରଳ ବାଘ ଭ୍ରାତା କଳା ରଙ୍ଗର କ୍ରିଷ୍ଣା(୪) ଓ ଧଳା ରଙ୍ଗର ସ୍ନେହାଶିଷ(୪)ଙ୍କୁ ଛଡ଼ା ଯାଇଛି। ସମଗ୍ର … Continue reading ପର୍ଯ୍ୟଟକଙ୍କ ପାଇଁ ରଥଯାତ୍ରା ଭେଟି:ଖୋଲିଲା ନନ୍ଦନକାନନ ବାଘ ସଫାରୀ